ଦାବୀ ପୁରଣ ପାଇଁ ସରକାରଙ୍କ ପ୍ରତିଶୃତି ପରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପ୍ରତ୍ୟାହୃତ

Primary teachers called off stir after Govt agrees to fulfil demands

 Published : ଓଡ଼ିଶା ସନ୍ ଟାଇମ୍ସ

/  

04-Oct-2018  

କ୍ୟାଡର ପୁର୍ନବିନ୍ୟାସ ସମେତ ୨ଟି ଦାବୀ ପୁରଣ ପାଇଁ ସରକାର ପ୍ରତିଶ୍ରୁତି ଦେବାପରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

Other News