Published : ଓଡିଶା ସନ୍ ଟାଇମ୍ସ
/04-Feb-2019
ବିଜୁ ଜନତା ଦଳ(ବିଜେଡି) ସିବିଆଇର କାର୍ଯ୍ୟଧାରାକୁ ନେଇ ସମାଲୋଚନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଚାଲିଥିବା ବିଜେଡି ଏହି ଗୋଷ୍ଠୀ ସହିତ ସଯୁକ୍ତ ନୁହେଁ ବୋଲି ସ୍ପଷ୍ଟ କରିଦିଆଯାଇଛି। ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଅନ୍ୟ ଗୋଷ୍ଠୀ ସହିତ ସାମିଲ ନହେବାକୁ କିମ୍ବା କୌଣସି ବିବୃତି ନଦେବାକୁ ପାର୍ଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।