ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଭୁବନେଶ୍ବରରେ ହେବ କଳିଙ୍ଗ ଇଣ୍ଟରନ୍ୟାସନାଲ ସ୍ପୋର୍ଟ୍ସ ସିଟି

CM announces to set up Kalinga International Sports City in Bhubaneswar

 Published : ଟାଇମ୍ସ ଅଫ ଇଣ୍ଡିଆ

/  

10-Jul-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା, ରାଜଧାନୀରେ ପ୍ରତିଷ୍ଠା ହେବ କଳିଙ୍ଗ ଇଣ୍ଟରନ୍ୟାସନାଲ ସ୍ପୋର୍ଟ୍ସ ସିଟି। ଏହା ଫଳରେ ଭବିଷ୍ୟତରେ ବୃହତ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତା ଏଠାରେ ଅନୁଷ୍ଠିତ ହୋଇପାରିବ। ଏହି ପ୍ରକଳ୍ପର ନିର୍ମାଣ ପାଇଁ କ୍ରୀଡା ବିଭାଗ ପକ୍ଷରୁ ଖୁବଶିଘ୍ର ଏକ ଖ୍ୟାତି ସମ୍ପର୍ନ୍ନ ଏଜେନ୍ସିକୁ ନିୟୋଜିତ କରାଯାଇ ଅାର୍ନ୍ତଜାତୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ସମ୍ପର୍କରେ ଚୁଡାନ୍ତ ନିଷ୍ପତ୍ତି ହେବ।

Other News