ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଶାସକ ବିଜେଡିର ଗଣଧାରଣା

Paddy MSP issue: Odishas ruling BJD staged mass dharna

 Published : ଓଡିଶା ସନ୍ ଟାଇମ୍ସ

/  

27-Nov-2017  

  ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ନେଇ ଓଡିଶାର ଦାବିକୁ କେନ୍ଦ୍ର ପ୍ରତ୍ୟାଖ୍ୟାନ କରିବାରୁ ଏହାର ପ୍ରତିବାଦରେ ବିଜୁ ଜନତା ଦଳର କୃଷକ ସାମୁଖ୍ୟ ପକ୍ଷରୁ ଆଜି ରାଜଭବନ ସମ୍ମୁଖ୍ୟରେ ଗଣଧାରଣା ଦିଆଯାଇଥିଲା

Other News