ସମ୍ବଲପୁରରୁ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଯାତ୍ରା କରୁଥିବା ସ୍ବତନ୍ତ୍ର ତୀର୍ଥ ଯାତ୍ରା ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

CM flagged off special pilgrimage train from Sambalpur for senior citizens

 Published : ଓମକମନ୍ୟୁୟୁଜ

/  

08-Dec-2018  

ରାଜ୍ୟ ସରକରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସମ୍ବଲପୁରରୁ  ବରିଷ୍ଠ ନାଗରିକ ମାନଙ୍କୁ ନେଇ ରାମେଶ୍ବର ଓ ମଦୁରାଇ ଯାତ୍ରା କରୁଥିବା ସ୍ବତନ୍ତ୍ର ଟ୍ରେନର ଯାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭକାମନା ଜଣାବା ସହିତ ଟ୍ରେନ ଆଗକୁ ଯିବାପାଇଁ ସଂକେତ ଦେଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି।

Other News