ଓଡିଶା ସରକାରଙ୍କ ମ୍ୟାଲେରିଆ ବିରୋଧର କର ବା ମର ଯୁଦ୍ଧ ଘୋଷଣା

Odisha government declares ‘do or die’ fight against malaria

ରାଜ୍ୟ ସରକାର ମ୍ୟାଲେରିଆ ଦୂରୀକରଣ ଦିଗରେ କର ବା ମର ଯୁଦ୍ଧ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଦିଗରେ ବିଶେଷ ଧ୍ୟାନ ଦିଆଯିବ। ମାର୍ଚ ମାସରୁ ଆରମ୍ଭ କରାଯିବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଗମ୍ୟ ଅଞ୍ଚଳରୁ ସମ୍ପୂର୍ଣ୍ଣ ମ୍ୟାଲେରିଆ ଦୂରୀକରଣ ପାଇଁ ସମସ୍ତ ପଦକ୍ଷେପ ନିଆଯିବାର ଯୋଜନା କରାଯାଇଛି। ଆସନ୍ତା ଏପ୍ରିଲ ମାସରୁ ଦୀର୍ଘଦିନ ଗଲାଭଳି ଔଷଧୀୟ ଲେପୟୁକ୍ତ ମଶାରୀ ବଣ୍ଟନ କରାଯିବାର ଏହି ଯୋଜନାରେ ବ୍ୟବସ୍ତା ହୋଇଛି।

Other News