ଦଳର ଅଭିଯୋଗ ଏକ ଘରୋଇ ଟିଭି ଚ୍ୟାନେଲ ପେଡ ନିୟୁଜର ପ୍ରସାରଣ କରୁଛି

Party accused private news channel of airing ‘paid news’

 Published : ଓଡ଼ିଶା ସନ୍ ଟାଇମ୍ସ

/  

18-Apr-2019  

ପାର୍ଟିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଏକ ଘରୋଇ ଚ୍ୟାନେଲ ପେଡ ନିୟୁଜ ପ୍ରସାରଣ କରୁଥିବା ନେଇ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଲିଖିତ ଅଭିଯୋଗରେ ପାର୍ଟି ପକ୍ଷରୁ ଦର୍ଶାଯାଇଛି, ” ଓଟିଭି ବାରମ୍ବାର ପେଡ ନିୟୁଜର ବିଜେପିକୁ ସୁହାଇଲା ଭଳି ଚିତ୍ରଣକରି ପ୍ରସାରଣ କରି ଚାଲିଛି। ବିଜେପିକୁ ସୁହାଇଲା ଭଳି ଟିଭିରେ ଆଲୋଚନା କରୁଛି। ଆଜି ସକାଳେ ପରିବର୍ତ୍ତନ ଶୀର୍ଷକ ଅଲୋଚନା କରି ଜନମତକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛି।”

Other News