ନବୀନଙ୍କ ଯାତ୍ରା : ରାଜନୀତିକୁ ଆସିବାକୁ ଅନିଛା ପ୍ରକାଶ କରୁଥିବା ବେଳେ କ୍ରମାଗତ ଭାବେ ୫ଥର ପାଇଁ ମୁଖ୍ୟମନ୍ତ୍ରୀ

Naveens journey: Reluctant politician to five-time CM

 Published : ଓଡ଼ିଶା ସନ୍ ଟାଇମ୍ସ

/  

23-May-2019  

ରାଜନୀତିରେ ଯୋଗ ଦେବାକୁ ଅନାଗ୍ରହ ପ୍ରକାଶ କରୁଥିବା ୭୨ ବର୍ଷିୟ ଶ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ନିର୍ବାଚନ ଜିତି ଓଡ଼ିଶାରେ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ହେବା ସ୍ଥିତିରେ ପହଞ୍ଚିଛନ୍ତି। ଦେଶର ଦୀର୍ଘ ବର୍ଷଧରି ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେଇଥିବା ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ ମୁଖ୍ୟମନ୍ତ୍ରୀ।

Other News