ଏସସିବି ମେଡିକାଲ ପାଇଁ ୧ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ନବୀନ

Rs 1,000 crore package for SCB Medical College and Hospital

 Published : ବିଜନେସ ଷ୍ଟାଣ୍ଡାର୍ଡ

/  

06-Nov-2019  

କଟକ ଏସସିବି ମେଡିକାଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏସସିବିକୁ ଦେଶର ଶ୍ରେଷ୍ଠ ୩ଟି ମେଡିକାଲ ମଧ୍ୟରେ ସ୍ଥାନିତ କରିବା ସରକାରଙ୍କ ଲକ୍ଷ୍ୟ। ଏହାର ଶଯ୍ୟା ସଂଖ୍ୟା ୩ ହଜାରକୁ ବୃଦ୍ଧି କରାଯିବ। ଏସସିବିକୁ ଏମ୍ସ ପ୍ଲସ ଭାବେ ଗଢିତୋଳିବା ସହ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ ସରକାର ନେଇଛନ୍ତି ପଦକ୍ଷେପ।

Other News