ଶକ୍ତି ବିଭାଗର ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୩ ଟି ମନ୍ତ୍ର

CMs 3T mantra for Energy officials

ଗୋଷ୍ଠୀଗତ କାର୍ଯ୍ୟ, ସ୍ବଚ୍ଚତା ଏବଂ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଉଚ୍ଚମାନର ସେବା ଲୋକଙ୍କୁ  ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଶକ୍ତି ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।

Other News