ସୋନପୁରେ ସବୁଜ ମହାନଦୀ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Green Mahanadi Mission launched in Boudh, Sonepur

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ବୌଦ୍ଧ ଜିଲ୍ଲାର ସୋନପୁରଠାରେ ଥିବା ବୁଢାରାଜା ବୃକ୍ଷରୋପଣ ଅଞ୍ଚଳର ମହାନଦୀ କୂଳରେ ଚାରା ରୋପଣକରି ସବୁଜ ମହାନଦୀ ମିଶନର ଶୁଭାରମ୍ଭ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ  ମନମୁଣ୍ଡା ଠାରେ ତେଲ ନଦୀର ପାର୍ଶ୍ବରେ ମଧ୍ୟଚାରା ରୋପଣ କରିଛନ୍ତି।

Other News