ଖାଲି ପଡିଥିବା ପଦବୀ ଗୁଡିକୁ ଶ୍ରୀଘ୍ର ପୁରଣ କରିବେ ରାଜ୍ୟ ସରକାର

State government to fill up vacant posts soon

 Published : ଓଟିଭି

/  

27-Oct-2017  

.ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀ ଗୁଡିକ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ତ୍ବାରାନ୍ବୀତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ନିଯୁକ୍ତି ସମ୍ପର୍କିତ ସମୀକ୍ଷାବେଳେ ମିଳିଥିବା ତଥ୍ୟ ଅନୁଯାଇ ଅର୍ଥବିଭାଗ ୭୧୯୨୨ ମୂଳ ପଦବୀ ସମେତ ମୋଟ ୯୦୪୬୫ ପଦବୀରେ ନିଯୁକ୍ତି ପାଇଁ ଅନୁମୋଦନ କରିଥିଲା। ସେଥିମଧ୍ୟରୁ ୪୬୪୬୬ ପଦବୀରେ ନିଯୁକ୍ତି ଦିଆଯାଇସାରିଛି ଅବଶିଷ୍ଟ ୨୫୫୩୦ ପଦବୀ ପୁରଣ ହେବାକୁ ବାକିରହିଛି।

Other News