ରଥଯାତ୍ରା ଉପଲକ୍ଷେ ଭୁବନେଶ୍ବର- ପୁରୀ ମଧ୍ୟରେ ରାଜପଥରେ ଟୋଲ ଫି ଆଦାୟ ହେବନି

Odisha govt waives toll fee for Rath Yatra

 Published : ଓଡିଶା ସନ୍ ଟାଇମ୍ସ

/  

09-Jun-2017  

ପବିତ୍ର ରଥଯାତ୍ରା ଉପଲକ୍ଷେ ଭୁବନେଶ୍ବର- ପୁରୀ ରାଜପଥରେ ଟୋଲ ଫି ଆଦାୟ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସମସ୍ତ ପ୍ରକାର ଯାନ ବାହନ  ଏହି ସ୍ବତନ୍ତ୍ର ସମୟ ମଧ୍ୟରେ କୌଣସି ଟିକସ ନଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Other News