ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ, ପ୍ରାକୃତିକ ବିପର୍ଯ୍ୟୟ ବେଳେ କୁଆଡେ ଥିଲେ ପ୍ରଧାନମନ୍ତ୍ରୀ

CM trains disaster response gun on PM

ଏକ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ୧୦ ଥର ଆସିଥିଲା ବେଳେ,ବିଗତ ପାଞ୍ଚ ବର୍ଷ ମଧ୍ୟରେ ଏପରିକି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଥରୁଟିଏ ବି ଓଡ଼ିଶାକୁ ଆସି ନାହାନ୍ତି ବୋଲି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟାକ୍ଷ କରିଛନ୍ତି। ଭୋଟ ପାଇଁ  ବିଜେପିର ନେତା ମାନେ ଓଡ଼ିଶାକୁ ଏବେ ବାରମ୍ବାର ଆସୁଥିବାବେଳେ ରାଜ୍ୟର ବିକାଶ ପାଇଁ କେବେବି ସେମାନେ ଆଗ୍ରହ ପ୍ରକାଶ କରିନାହାନ୍ତି। କେନ୍ଦ୍ରାପଡା ଠାରେ ଏକ ନିର୍ବାଚନ ରାଲିରେ ମୁଖ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି।

Other News