Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
22-May-2018
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କୁ କହିଛନ୍ତି ଲୋକଙ୍କ ବିଶ୍ବାସକୁ ସମ୍ମାନ ଦେଇ ଉତ୍ସର୍ଗୀକୃତ ମନୋଭାବ,ଦୃଢ ସଂକଳ୍ପ ଓ ନିଷ୍ଠାର ସହିତ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଛନ୍ତି।