ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ମିଶନ ଶକ୍ତି ରଥ ଆଗକୁ ବଢିବା ପାଇଁ ଦେଲେ ନର୍ଦ୍ଦେଶ

CM flagged off Mission Shakti caravan

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ପତାକା ଦେଖାଇ ମିଶନ ଶକ୍ତି ରଥକୁ ଆଗକୁ ଗଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରଥ ରାଜ୍ୟ ସରକାରଙ୍କ ବିଭିନ୍ନ ମହିଳା ବିକାଶ ଯୋଜନା ଉପରେ ମହିଳା ମାନଙ୍କୁ ସଚେତନ କରାଇବ।

Other News