ଅନ୍ତରୀଣ ବଜେଟକୁ ମୁଖ୍ୟମନ୍ତ୍ରୀ ୧୦ ରୁ ୨.୫ ମାର୍କ ଦେଲେ

CM giva 2.5 out of 10 to Interim budget

ସଂସଦରେ ଆଗତ କରାଯାଇଥିବା ଅନ୍ତରୀଣ ବଜେଟ୨୦୧୯-୨୦କୁ ସମୀକ୍ଷା କରିବା ପରେ ମୋଟ ୧୦ ନମ୍ବରରୁ ୨.୫ ନମ୍ବର ଦେଇଛନ୍ତି। ମଧ୍ୟବିତ ଓ ନିମ୍ନଆୟକାରୀ ବର୍ଗଙ୍କ ପାଇଁ ଟିକସ ରିହାତିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଥିବା ବେଳେ ଭୂମିହୀନ, ଭାଗଚାଷୀ,ଏମ୍ ଏସ୍ ଏମ୍ ଇ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ କୌଣସି ବ୍ୟବସ୍ଥା ନାହିଁ।

Other News