ନୂଆ ବର୍ଷରେ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

Odisha CM offered prayer to Lord Jagannath in Puri on New Year

 Published : ଓଡିଶା ସନ୍ ଟାଇମ୍ସ

/  

01-Jan-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆ ବର୍ଷରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିନ ପ୍ରାୟ ସାଢେ ଏଗାରଟା ସମୟରେ ପୁରୀରେ ପହଞ୍ଚି ଶ୍ରୀ ଜିୟୁଙ୍କ ଦର୍ଶନ କରିବା ସହିତ ରାଜ୍ୟପାଇଁ ଆର୍ଶିବାଦ ଭିକ୍ଷା କରିଥିଲେ।

Other News