ଦଳ ପକ୍ଷରୁ ସାତ ବିଧାନସଭା ଓ ଦୁଇ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

Party announced 7 assembly and 2 Lok Sabha candidates for polls

 Published : ଓଡିଶା ସନ୍ ଟାଇମ୍ସ

/  

02-Apr-2019  

ସଭାପତି ଶ୍ରୀ ନବୀନ ପଟ୍ଟନାୟକ ୭ଟି ବିଧାନସଭା ଓ ଦୁଇଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଢେଙ୍କାନାଳ ଲୋକସଭା ଆସନ ପାଇଁ ମହେଶ୍ ସାହୁ  ଓ କେନ୍ଦୁଝର ଆସନରେ ଶ୍ରୀମତୀ ଚନ୍ଦ୍ରମଣୀ ମୁର୍ମୁଙ୍କୁ ଦଳ ପ୍ରାର୍ଥୀ କରିଛି।  

           ସେହିପରି ଭୁବନେଶ୍ବର (ମଧ୍ୟ) ବିଧାନସଭା ଆସନ ପାଇଁ ଅନନ୍ତ ନାରାୟଣ ଜେନା,  ଭୁବନେଶ୍ବର (ଉତ୍ତର) ଆସନରେ ସୁଶାନ୍ତ କୁମାର ରାଉତ, ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପାଇଁ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପାଲଲହଡା ବିଧାନସଭା ଆସନ ପାଇଁ ମୁକେଶ କୁମାର ପାଲ, ଯାଜପୁର ଆସନରେ ପ୍ରଣବ ପ୍ରକାଶ ଦାସ , ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରମେଶ ଚନ୍ଦ୍ର ସାଇ ଓ କୋରେଇ ଆସନରେ ଅଶୋକ ବଳଙ୍କୁ ଦଳ ପ୍ରାର୍ଥୀ କରିଛି।

Other News