ନିର୍ବାଚନ ପୂର୍ବରୁ ସିବିଆଇର କାର୍ଯ୍ୟ ପ୍ରକ୍ରିୟା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ : ବିଜେଡି

Action of CBI before polls smacks of political motives: BJD

 Published : ଓଡ଼ିଶା ସନ୍ ଟାଇମ୍ସ

/  

04-Feb-2019  

କଲକାତାରେ ସିବିଆଇ- ପୋଲିସର ମୁହାଁମୁହିଁ  ଏବେ ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଛି। ଓଡ଼ିଶାରେ ଶାସକ ବିଜୁ ଜନତା ଦଳ(ବିଜେଡି) ସିବିଆଇ ଭଳି ତଦନ୍ତକାରୀ ସଂସ୍ଥାର କାର୍ଯ୍ୟଧାରାକୁ ବୃତ୍ତିଗତ ସାଧୁତା ବିରୋଧି ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ବୃତ୍ତିଗତ ସାଧୁତା ଓ ସଚ୍ଚୋଟତା ସିବିଆଇରେ ପୁନଃପ୍ରତିଷ୍ଠା ହେଉ ବୋଲି ବିଜେଡି ପକ୍ଷରୁ ମତପ୍ରକାଶ ପାଇଛି।

Other News