କେନ୍ଦ୍ରୀୟ ଅବହେଳା ବିରୋଧରେ ବିଜେଡିର ସଂଗ୍ରାମ ଚାଲୁରହିବ

BJD says, Central neglect fight to continue

ରାଷ୍ଟ୍ରପତି ନିର୍ବାଚନରେ ବିଜୁ ଜନତା ଦଳ, ଏନ ଡି ଏ ର ରାଷ୍ଟ୍ରପତି ପ୍ରାର୍ଥିଙ୍କୁ ସମର୍ଥନ ଦେଇଥିଲେ ମଧ୍ୟ, ଓଡିଶା ପ୍ରତି କେନ୍ଦ୍ରୀୟ ଅବହେଳା ବିରୋଧରେ ବିଜେଡି ତାର ସଂଗ୍ରାମ ଚଳାଇ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଦେଇଛନ୍ତି।

Other News