ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

CM condoled death of Goa Chief Minister Manohar Parrikar

 Published : ଓଡ଼ିଶା ସନ୍ ଟାଇମ୍ସ

/  

17-Mar-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ପାରିକର କର୍କଟ ରୋଗରେ ପୀଡ଼ିତ ହୋଇ ବହୁ ଦୀନ ଧରି ଚିକିତ୍ସିତ ହେଉଥିଲେ। ରବିବାର ଦିନ ସନ୍ଧ୍ୟାରେ ତାଙ୍କ ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

Other News