ଯାଜପୁର ଜିଲ୍ଲା ପରିଷଦ ଉପନିର୍ବାଚନରେ ଦଳର ବିଜୟ

Party candidate won in Jajpur zilla parishad bypoll

 Published : ଓଡ଼ିଶା ସନ୍ ଟାଇମ୍ସ

/  

05-Jul-2018  

ଯାଜପୁର ଜିଲ୍ଲା ପରିଷଦର ୩୦ ନମ୍ବର ଜୋନରେ ଅନୁଷ୍ଠିତ ଉପନିର୍ବାଚନରେ ଦଳର ପ୍ରାର୍ଥୀ ଶ୍ରୀ ବିଶ୍ବ ପ୍ରତାପ ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଶ୍ରୀମନ୍ମଥ ବରାଳଙ୍କ ଠାରୁ ୬୧୨୫ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ଦଳର ପ୍ରାର୍ଥୀ ଶ୍ରୀ ମିଶ୍ର ୧୨,୭୯୯ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଶ୍ରୀ ବରାଳ ୬୬୭୪ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରତିଦ୍ବନ୍ଦୀ ଅମଫିଜୁଲ ରହମାନ ୧୭୪୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

Other News