କାଳିଆ ସହାୟତା ଅପ୍ରେଲରେ ଦୁଇଟି ପର୍ଯ୍ୟାୟରେ ମିଳିବ :ମୁଖ୍ୟମନ୍ତ୍ରୀ

KALIA fund of two phases in April: CM

କାଳିଆ ସହାୟତା ପାଇଁ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ତାଲିକାଭୁକ୍ତ ହୋଇଥିବା ବ୍ୟକ୍ତି କୃଷକ ମାନଙ୍କୁ ଅପ୍ରେଲ ମାସରେ ଦୁଇଟି ପର୍ଯ୍ୟାୟରେ ପ୍ରଦାନ କରାଯିବ ଏବଂ ତୃତୀୟ ତାଲିକା ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ମାର୍ଚ୍ଚ-୨୦ ତାରିଖ ପର୍ଯ୍ୟନ୍ତ ନୋଟିସ ବୋର୍ଡରେ ପ୍ରଦର୍ଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ଫୁଲବାଣୀ ଜିଲ୍ଲାର ନୂଆଗାଁ ବ୍ଲକର ଦାଣ୍ଡପଦର ଠାରେ କୃଷକ ମାନଙ୍କର ଏକ ବଡ ଧରଣର ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଦ୍ବିତୀୟ ପର୍ଯ୍ୟାୟର ସହାୟତା ଚାଷୀ ମାନଙ୍କୁ ଅପ୍ରେଲ ପହିଲାରେ ପ୍ରଦାନ କରାଯିବ।

Other News