ମୁଖ୍ୟମନ୍ତ୍ରୀ ଓଡିଶାର ୪ ଜଣ ଯୁବ ଟେନିସ୍ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ

CM felicitated 4 budding tennis players from Odisha

 Published : ଓଟିଭି

/  

26-Feb-2018  

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଟରନାସନାଲ ଟେନିସ୍ ଫେଡେରେସନ ( ଆଇ ଟି ଏଫ)ର ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ୪ ଜଣ ଯୁବ ଟେନିସ୍ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେହି ଖେଳାଳି ମାନେ ହେଲେ ଅଭିଷେକ ମହାପାତ୍ର, ଋତୁପର୍ଣ୍ଣା ଚୌଧୁରୀ, ଆମିକ କିରଣ ଭଟ୍ଟ ଓ କବୀର ହନ୍ସ। ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଖେଳାଳିଙ୍କୁ ୫୦,୦୦୦ ଟଙ୍କା କରି ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ।

Other News