ପାଣ୍ଠି ସମ୍ପର୍କରେ ବିଜେଡିର ସ୍ପଷ୍ଟି କରଣ

BJD clarifies with fund figures

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ ବିଜେପି ପକ୍ଷରୁ ଅଣାଯାଇଥିବା ଅଭିଯୋଗ, ମିଥ୍ୟା, ମନଗଢା, କପୋଳ କଳ୍ପିତ ଓ ଅଭିସନ୍ଧି ମୂଳକ। ବଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଭାବମୂର୍ତି କ୍ଷୂର୍ଣ୍ଣ କରିବାର ଅପଚେଷ୍ଟା କରାଯାଇଥିବାରୁ ଏହି ଭଳି ଅପପ୍ରଚାର ପାଇଁ ବିଜେପି କ୍ଷମା ପ୍ରାର୍ଥନା କରୁ ବୋଲି ଦଳର ସାଂସଦ ପିନାକୀ ମିଶ୍ର ଓ ରାଜ୍ୟସଭା ସଦସ୍ୟ ତଥା ପାର୍ଟିର ପ୍ରବକ୍ତା ପ୍ରତାପ ଦେବ ଦାବୀ କରିଛନ୍ତି। ସେମାନେ ଦର୍ଶାଇଚନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୬ ଲକ୍ଷ ୪୮ ହଜାର ୩୨୦ ଟଙ୍କା ଫେରସ୍ଥକୁ ଜାଣିଶୁଣି ଗ୍ରହଣ କରାଯାଇଥିବା ଦର୍ଶାଯାଇ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତିକୁ କ୍ଷୂର୍ଣ୍ଣ କରାଯିବାର ଅପଚେଷ୍ଟା କରାଯାଇଛି।

Other News