ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବୀକରି ବିଜେଡି ପକ୍ଷରୁ ଜାନୁୟାରୀ ୮ ରେ ସଂସଦ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ

BJD to demonstrate before Parliament on January 8 over MSP

କେନ୍ଦ୍ର ସରକାରଙ୍କ କୃଷକ ମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ, ବିଶେଷକରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବୀକରି ଶାସକ ବିଜୁ ଜନତା ଦଳ ଫକ୍ଷରୁ ଆସନ୍ତା ୮ ତାରିଖରେ ସଂସଦ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।

Other News