ମୁଖ୍ୟମନ୍ତ୍ରୀ ମେକ୍-ଇନ୍-ଓଡ଼ିଶାର ଶୁଭଉଦଘାଟନ କଲେ

CM unveiled Make in Odisha meet

 Published : ପାଏନିୟର

/  

12-Nov-2018  

ମେକ୍-ଇନ୍-ଓଡ଼ିଶାର ଦ୍ବତୀୟ ପର୍ଯ୍ୟାୟରେ ଜନତା ମଇଦାନରେ ଆରମ୍ଭ ହୋଇଥିବା ୫ ଦିନିଆ କନକ୍ଲେଭ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏଥିରେ ଦେଶ ବିଦେଶର ପୁଞ୍ଜି ବିନିଯୋଗକାରୀ ମାନେ ଯୋଗଦେଇ କେଉଁ କେଉଁ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବାର ସୁଯୋଗ ରହିଛି ସେ ସମ୍ପର୍କରେ ଆଲୋଚନା କରୁଛନ୍ତି।

Other News