ନିଜ ପ୍ରସଙ୍ଗ ପ୍ରତି ଅଗ୍ରାଧିକାର ଦିଅ : ଯୁବକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Prioritise own issues: CMs poll appealed to youth

 Published : ଓଡ଼ିଶା ସନ୍ ଟାଇମ୍ସ

/  

11-Jan-2019  

ପ୍ରଥମ ଥର ମତଦାନ କରୁଥିବା ଯୁବ ଗୋଷ୍ଠୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇ କହିଛନ୍ତି ନିଜ ସମସ୍ୟା ପ୍ରତି ପ୍ରଥମେ ପ୍ରାଥମିକତା ପ୍ରଦାନ କର। ମତଦାନ କରିବା ପୂର୍ବରୁ ସବୁ ବିଷୟରେ ଭଲଭାବେ ଅବଗତ ହୁଅ ବୋଲି ଯୁବ ସମ୍ମିଳନୀରେ ଯୁବକ ମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

Other News