ଓଡ଼ିଶାକୁ ମିଳିଲା ଦେଶରେ ଦ୍ବିତୀୟ ଉନ୍ନତ ବସବାସ ରାଜ୍ୟର ମାନ୍ୟତା

Odisha bagged 2nd rank in Ease of Living Index

 Published : ଓଡ଼ିଶା ସନ୍ ଟାଇମ୍ସ

/  

25-Sep-2018  

ଦେଶରେ ଇଜ୍ ଅଫ୍ ଲିଭିଙ୍ଗ ( ବସ ବାସ ପାଇଁ ଅନୁକୂଳ)ସୂଚକାଙ୍କ ରେ ଓଡ଼ିଶା ଦେଶରେ ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ବିବେଚିତ ହୋଇଛି।

Other News