Published : ଟାଇମ୍ସ ଅଫ ଇଣ୍ଡିଆ
25-May-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇ କହିଚନ୍ତି ଯେ, ସୋସିଆଲ ମିଡିଆ ବ୍ୟବହାର କରି ବିଦ୍ୟୁତ ଗ୍ରାହକଙ୍କ ଅଭିଯୋଗର ତୁରନ୍ତ ସମାଧାନ କର।