କାଳିଆ ଯୋଜନାର ହିତାଧିକାରୀ ମାନଙ୍କୁ ଜାନୁୟାରୀ ୨୬ରୁ ମଳିବ ଆର୍ଥିକ ସହାୟତା

KALIA beneficiaries to get financial assistance from Jan 26

 Published : ଓଡ଼ିଶା ସନ୍ ଟାଇମ୍ସ

/  

12-Jan-2019  

କାଳିଆ ଯୋଜନାର ହିତାଧିକାରୀ ମାନଙ୍କୁ ଜାନୁୟାରୀ ୨୬ରୁ ଆର୍ଥିକ ସହାୟତା ମିଳିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨.୪ ଲକ୍ଷ କୃଷକଙ୍କୁ ଏହି ସହାୟତା ଦିଆଯିବ। ସମବାୟ ବିଭାଗ ପକ୍ଷରୁ ଏଥିପାଇଁ କାମ ଆରମ୍ଭ ହୋଇଛି।

Other News