ଯାହା ହେଲେବି କାଳିଆ ଯୋଜନା ଚାଲୁରହିବ: ମୁଖ୍ୟମନ୍ତ୍ରୀ

Will continue KALIA no matter what: CM

ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ଅତାବିରାର ବନିପାଲି ଓ ପଦ୍ମପୁର ଠାରେ ନିର୍ବାଚନ ସଭାରେ ଉଦବୋଧନ ଦେଇ କେନ୍ଦ୍ରରେ ଥିବା ଶ୍ରୀ ନରେନ୍ଦ୍ର ମୋଦି ସରକାରର ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ପ୍ରଚଳନ କରାଯାଇଥିବା କାଳିଆ ଯୋଜନାକୁ ବନ୍ଦ କରିଦେବା ପାଇଁ କେନ୍ଦ୍ର ସରକାର ଷଢଯନ୍ତ୍ର ଚଳାଇଛନ୍ତି। “ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ଚାଲିଥିବ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  

Other News