ମୁଖ୍ୟମନ୍ତ୍ରୀ କହିଲେ ୨୦୩୬ ରେ ଓଡିଶାର ରୂପରେଖ ନେଇ ଓଡିଆ ମାନେ ପ୍ରସ୍ତାବ ଦିଅନ୍ତୁ

Chief Minister asks Odias to give ideas how Odisha would be in 2036

 Published : ଏନ୍ ଡି ଟିଭି

/  

07-Jan-2017  

ଆସନ୍ତା ଦୁଇ ଦଶନ୍ଧିରେ, ଓଡିଶା, ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର ୧୦୦ ବର୍ଷରେ ପର୍ଦାପଣ କରୁଛି। ୨୦୩୬ ମସିହାରେ ପାଳିତ ହେବାକୁ ଥିବା ଶତବାର୍ଷିକ ଉତ୍ସବ ବେଳକୁ ଓଡିଶାକୁ  ଆପଣ ମାନେ କିପରି ଦେଖିବାକୁ ଚାହାନ୍ତି ସେ ସମ୍ପର୍କରେ ଆପଣ ମାନଙ୍କର ମତାମତକୁ ନେଇ ସମଷ୍ଟି ଗତ ଦୃଷ୍ଟିରେ  ଓଡିଶାକୁ ପ୍ରସ୍ତୁତ କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ପ୍ରବାସୀ ଓଡିଆ ସମ୍ମେଳନ- ୨୦୧୭ରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍ବତନ୍ତ୍ର ପ୍ରଦେଶ ଶତବାର୍ଷିକକୁ ଦୃଷ୍ଟିରେ ରଖି ରାଜ୍ୟ ପକ୍ଷରୁ ଯୋଜନା ପ୍ରସ୍ତୁତ ରାଯାଉଛି। ଏହି ସମୟରେ ଆପଣ ମାନଙ୍କ ପକ୍ଷରୁ ରାଜ୍ୟର ରୂପରେଖ ନେଇ ମତାମତ ମଳିଲେ ତାହା ସ୍ବାଗତ ଯୋଗ୍ୟହେବ

Other News