Published : ଓଡ଼ିଶା ସନ୍ ଟାଇମ୍ସ
13-May-2019
ଓଡ଼ିଶାକୁ ବାତ୍ୟା ‘ଫନୀ’ ଧ୍ବସ୍ତ ବିଧ୍ବସ୍ତ କରି ଦେଇଛି। ରାଜ୍ୟର ପୁନଃ ନିର୍ମାଣ ପାଇଁ ସବୁ କ୍ଷେତ୍ରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମୁକ୍ତ ହସ୍ତରେ ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି।