ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣରେଖା ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କଲେ

CM laid foundation stone for Subarnarekha port

 Published : ଓଡିଶା ସନ୍ ଟାଇମ୍ସ

/  

13-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣରେଖା ବହୁ ପ୍ରତିକ୍ଷିତ ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବନ୍ଧରଟି ଟାଟାଷ୍ଟିଲ ଓ ରାଜ୍ୟସରକାରଙ୍କ ମିଳିତ ଉଦ୍ୟୋଗରେ ପ୍ରତିଷ୍ଠା କରା ଯାଉଛି। ବନ୍ଦର ନିର୍ମାଣରେ ୫ହଜାର କୋଟି ଟଙ୍କା ବିନିଯୋଗ କରାଯିବ ଏବଂ ବାର୍ଷିକ୨୫-୫୫ ନିୟୁତ ମେଟ୍ରିକ ଟନ୍ ମାଲ ପରିବହନ ହେବାର ଲକ୍ଷ୍ୟ ରାହଛି।  ଏହା ଫଳରେ ୧୨୦୦୦ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ।

Other News