ଝାରସୁଗୁଡା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ପାଇଁ ସର୍ବସମ୍ମତ ସଂକଳ୍ପ ଗୃହୀତ

Resolution passed to name Jharsuguda airport after Veer Surendra Sai

 Published : ଓଡ଼ିଶା ସନ୍ ଟାଇମ୍ସ

/  

19-Sep-2018  

ଝାରସୁଗୁଡା ବିମାନ ବନ୍ଦରକୁ ବିଶିଷ୍ଠ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ବିଧାନ ସଭାରେ ସର୍ବସମ୍ମତ କ୍ରମେ ସଂକଳ୍ପ ପାରିତ ହୋଇଛି।

Other News