ଓଡିଶା ରାଜ୍ୟସଭା ନିର୍ବାଚନ, ପ୍ରତାପ ଦେବ ନିଦ୍ବ ନ୍ଦରେ ନିର୍ବାଚିତ

Odisha Rajya Sabha poll, Pratap Deb elected uncontested

 Published : ଓଡିଶା ସନ୍ ଟାଇମ୍ସ

/  

18-May-2017  

ପାର୍ଟିର ରାଜ୍ୟସଭା ପାର୍ଥୀ ଶ୍ରୀ ପ୍ରତାପ କେଶରୀ ଦେବ ନିଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା ନିର୍ବାଚନ ଦାୟିତ୍ବରେଥିବା ରିଟର୍ଣ୍ଣିଂ ଅଫିସର ଆଜି ଶ୍ରୀ ଦେବ ନିର୍ବାଚିତ ହେବା କଥା ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।

Other News