ବିଜେପୁର ବୁଣାକାରଙ୍କ ଆଶାବାଦୀ, ନବୀନ ହିଁ ସେମାନଙ୍କ ବୃତ୍ତିରେ ବିକାଶ ଆଣିପାରିବେ

Weaver bank on Naveen to spin a story of Change

 Published : ଟାଇମ୍ସ ଅଫ ଇଣ୍ଡିଆ

/  

16-Apr-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏଥର ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରୁଛନ୍ତି। ଦ୍ବିତୀୟ ପଯ୍ୟାୟରେ ଏଠାରେ ଭୋଟ ଗ୍ରହଣ ହେବ। ବୁଣାକର ମାନେ ଆଶାବାଦୀ ଯେ ମୁଖ୍ୟମନ୍ତ୍ରୀ ହିଁ ସେମାନଙ୍କ ବୃତ୍ତିରେ ପରିବର୍ତ୍ତନ ଆଣି ସେମାନଙ୍କ ବିକାଶ ସାଧନ କରିପାରିବେ।

Other News