ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ବିଜେଡି ଦେଲା ପ୍ରସ୍ତାବ ନୋଟିସ, ପ୍ରଦୀପ ଅମାତ ଦାଖଲ କଲେ ନାମାଙ୍କନ ପତ୍ର

BJD moves motion of notice to elect Amat as Assembly Speaker

 Published : ଓଡିଶା ସନ୍ ଟାଇମ୍ସ

/  

15-May-2017  

ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଓଡିଶା ବିଧାନ ସଭାର ବାଚସ୍ପତି ଭାବେ ନିର୍ବଚିତ କରିବାପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତାବ ନୋଟିସ ଦିଆଯାଇଛି। ଏହି ପ୍ରସ୍ତାବ ନୋଟିସ ବିଧାନ ସଭାର ସଚିବଙ୍କୁ  ପ୍ରଦାନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବକ ଥିଲାବେଳେ,ସଂସଦୀୟ ବ୍ୟାପାର ମନ୍ତ୍ରା ଶ୍ରୀ ବିକ୍ରମ କେଶରୀ ଆରୁଖ ସମର୍ଥକ ରହିଛନ୍ତି। ପରେ ଶ୍ରୀ ଅମାତ ବିଧାନସଭା ସଚିବଙ୍କ ନିକଟରେ ବାଚସ୍ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

Other News