ବିଜେପୁର ଉପନିର୍ବଚନରେ ଦଳ ବହୁ ଭୋଟ ବ୍ୟବଧାନରେ ଜିତିବ : ନବୀନ ପଟ୍ଟନାୟକ

Party will win Bijepur with good margin: Naveen Patnaik

 Published : ଟାଇମ୍ସ ଅଫ ଇଣ୍ଡିଆ

/  

15-Feb-2018  

ବିଜେପୁର ଉପନିର୍ବଚନରେ ଦଳ ବହୁ ଭୋଟ ବ୍ୟବଧାନରେ ବିଜୟ ଲାଭ କରିବ ବୋଲି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଦିଲ୍ଲୀ ଗସ୍ତରେ ଜିବା ପୂର୍ବରୁ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଦଳର ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ “ ଆମେ (ବିଜେଡି) ବହୁ ଭୋଟ ବ୍ୟବଧାନରେ ବିଜେପୁର ଉପନିର୍ବଚନ ଜିତିବୁ. ଆମର ବିକାଶ ମୂଳକ କାର୍ଯ୍ୟ ଏବଂ ଜନକଲ୍ୟାଣ ଯୋଜନା ଆମ ପାଇଁ ନିର୍ବାଚନରେ ସୁଫଳ ଆଣିଦେବ। “

Other News