Published : ଟାଇମ୍ସ ଅଫ ଇଣ୍ଡିଆ
/05-Apr-2019
କାଳିଆ ଯୋଜନାର ସହାୟତା ଅର୍ଥ ଉପଭୋକ୍ତା ମାନଙ୍କୁ ପ୍ରଦାନ କରିବା ପାଇଁ ବିଜେପିର ଚାପରେ ରାଜ୍ୟ ନିର୍ବାଚନ ଅଧିକାରୀ ଅନୁମତି ପ୍ରଦାନ କରୁନଥିବାରୁ ଦଳପକ୍ଷରୁ ଏକ ପ୍ରତିନିଧି ଦଳ ଦିଲ୍ଲୀଠାରେ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତକରି ଏହି କ୍ଷେତ୍ରରେ ଆୟୋଗଙ୍କ ହସ୍ତକ୍ଷେପ ଦାବୀ କରିଛନ୍ତି।