ରାଜ୍ୟସରକାର ଓ ଏନଟିପିସି ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରୀତ। ଦର୍ଲ୍ଲିପାଲିରେ ପ୍ରତିଷ୍ଠା ହେବ ପଲିଟେକ୍ନିକ୍ କଲେଜ

Odisha government pact with NTPC for polytechnic college

ସୁନ୍ଦରଗଡ ଜିଲ୍ଲାର ଦର୍ଲ୍ଲପାଲ୍ଲିରେ ଏକ ଅତ୍ୟାଧୁନିକ ପଲ୍ଲିଟେକ୍ନିକ କଲେଜ ପ୍ରତିଷ୍ଠା କରିବାପାଇଁ ରାଜ୍ୟ ସରକାର ଓ ଜାତୀୟ ତାପଜ ଶକ୍ତି ନିଗମ (ଏନଟିପିଓସି) ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରୀତ ହୋଇଛି। ବୁଝାମଣାପତ୍ର ରାଜ୍ୟସରକାରଙ୍କର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଏନଟିପିସି ମଧ୍ୟରେ ହୋଇଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ବୈଷୟିକ ଶିକ୍ଷା ନିର୍ଦେଶକ ବଲୱନ୍ତ ସିଂହ ଓ ଏନଟିପିସିର ଅଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦେଶକ ଅରବିନ୍ଦ କୁମାର ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ।

Other News