କ୍ୟାପିଟାଲ ହସ୍ପିଟାଲରେ ମିଳିବ ଇ-ହସପିଟାଲ ସୁବିଧା

Capital Hospital to get e-hospital tag

 Published : ଓଡିଶାପୋଷ୍ଟ

/  

20-Jan-2017  

ସରକାରୀ ହସ୍ପିଟାଲ ଗୁଡିକୁ କାଗଜ ବିହୀନ କରଯିବ। ରାଜ୍ୟସରକାର ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ କୁ ପାଇଲଟ୍ ପ୍ରକଳ୍ପ ଭାବେ ଗ୍ରହଣ କରି ଏହାକୁ କାଗଜ ବିହୀନ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ ଇ-ହସ୍ପିଟାଲ ବ୍ୟବସ୍ଥା ରାଜ୍ୟରେ ପ୍ରଚଳନ କରାଯିବ ଏବଂ ସରକIରଙ୍କ ଦ୍ବାରା ପରିଚାଳିତ କ୍ୟାପିଟାଲ ହସ୍ପିଟାଲକୁ ପ୍ରଥମ ଇ-ହସ୍ପିଟାଲରେ ପରିଣତ କରାଯିବ। 

Other News