ଫୁଲବାଣୀରେ ହେବ ମେଡିକାଲ କଲେଜ ପାଇଁ ନବୀନଙ୍କ ଘୋଷଣା

Odisha CM Announces Medical College And Hospital In Phulbani On His Birthday

 Published : ଓଡ଼ିଶା ସନ ଟାଇମ୍ସ

/  

16-Oct-2019  

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଫୁଲବାଣୀରେ ମେଡିକାଲ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି।  ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ହସ୍ପିଟାଲ ଗୁଡିକର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ଵ ଦେଇଛନ୍ତି।

Other News