ବେସରକାରୀ ମହାବିଦ୍ୟାଳୟ କର୍ମଚାରୀଙ୍କ ଆତ୍ମୀୟଙ୍କୁ ମଳିବ ଏକ୍ସଗ୍ରାସିଆ

Ex gratia for kin of non-Govt college staff

ବେସରକାରୀ କିମ୍ବା ସରକାରୀ ଅନୁଦାନ ପାଉଥିବା ମହାବିଦ୍ୟାଳୟ ଗୁଡିକର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ମୃତ୍ୟୁ କିମ୍ବା ଅକ୍ଷମ ହୋଇଗଲେ ସେମାନଙ୍କ ପରିବାରବର୍ଗଙ୍କୁ ଅନୁଗ୍ରହ ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ ମୃତଙ୍କ ପାଇଁ ଅନୁଗ୍ରହ ରାଶି ୨ ଲକ୍ଷ ଟଙ୍କା ଏବଂ ଅକ୍ଷମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଦେଢ ଲକ୍ଷ ଟଙ୍କାର ସହୟତା ରାଶି ପ୍ରଦାନ କରାଯିବ। ଏହି ସୁବିଧା ୨୦୦୮ ଏବଂ ୨୦୦୯ ସୁଦ୍ଧା ଗ୍ରହଣ କରାଯାଇଥିବା ବେସରକାରୀ କଲେଜ ଓ ଗ୍ରାଣ୍ଟ ଇନ୍ ଏଡ ପାଇଥିବା ମହାବିଦ୍ୟାଳୟ ଗୁଡିକୁ ମିଳିବ।

Other News