ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଆୱାର୍ଡକୁ ଓଡିଶାବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗୀକୃତ କଲେ

CM Naveen Patnaik dedicates Best Administrator award to people of Odisha

 Published : ଓଟିଭି

/  

18-Aug-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉଟଲୁକ୍ ଇଣ୍ଡିଆ ପକ୍ଷରୁ ଦେଶର ଶ୍ରେଷ୍ଠ ପ୍ରଶାସକ ଭାବେ ସ୍ପିକଆଉଟ୍ ଆୱାର୍ଡରେ ସମ୍ମାନୀତ ହେବାପରେ ଏହାକୁ ଓଡିଶାବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜ୍ଜୀଙ୍କ ଠାରୁ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଗ୍ରହଣକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ମୋ ରାଜ୍ୟର ସାଢେ ଚାରିକୋଟି ଜନତାଙ୍କ ଉଦେଶ୍ୟରେ ଏହି ପୁରସ୍କାରକୁ ମୁଁ ଉତ୍ସର୍ଗ କରୁଛି। ୨୦୦୦ ମସିହାରେ ମୁଁ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବା ସମୟରେ ଓଡିଶା ବାହାରୁ ଚାଉଳ ଆମଦାନୀ କରୁଥିଲା। ମାତ୍ର ଆଜି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡିଶାର ଅବଦାନ ଦେଶରେ ତୃତୀୟ ବୃହତ। 

Other News