ସରକାରୀ ଯୋଜନା ଗୁଡିକ ସମ୍ପର୍କରେ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ‘ପିଠା’ ଯୋଜନାର ଶୁଭାରମ୍ଭ କଲେ

CM launched scheme to create awareness on govt programmes

 Published : ଓଡ଼ିଶା ସନ୍ ଟାଇମ୍ସ

/  

04-Dec-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ସରକାରୀ ଯୋଜନା ଗୁଡିକ ସମ୍ପର୍କରେ ସଶକ୍ତ କରାଇବା ଏବଂ ସେମାନଙ୍କୁ ସ୍ବଚ୍ଛତା ଓ ଉତ୍ତରଦାୟୀ କ୍ଷେତ୍ରରେ ସଚେତନ କରାଇବା ପାଇଁ “ପିଠା” ଯୋଜନାର ଶୁଭାରମ୍ଭ କରିଛନ୍ତି।  ସାମାଜିକ ସ୍ବାର୍ଥ ପାଇଁ ବ୍ୟକ୍ତିଗତ ସ୍ତରରେ ଏହି ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ଗୁରୁତ୍ବ ପ୍ରଦାନ କରିଛନ୍ତି।

Other News