Published : ଓଡ଼ିଶା ସନ୍ ଟାଇମ୍ସ
08-Mar-2019
ପୂର୍ବତନ ପୂର୍ତ୍ତ ସଚିବ ନଳିନୀ କାନ୍ତ ପ୍ରଧାନଙ୍କ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସ ଠାରେ ଦଳରେ ଯୋଗ ଦେଇଛନ୍ତି। ସେ ସମ୍ବଲପୁର ଲୋକସଭା ଆସନରୁ ନିବାର୍ଚନ ଲଢିବାର ସମ୍ଭାବନା ରହିଛି।