ବିଜେପୁରର ବିକାଶ ପାଇଁ ପ୍ରତିଶୃତି ଦେଲେ ମୁଖ୍ୟମନ୍ତ୍ରୀ

CM promised development in Bijepur

 Published : ଦି ଷ୍ଟେଟସମ୍ୟାନ

/  

12-Mar-2018  

ବିଜେପୁର ନିର୍ବଚନମଣ୍ଡଳୀର ବିକାଶ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଜେ ଦେଖିବେ। ଫେବୃଆରୀ ୨୩ ତାରିଖରେ ଅନୁଷ୍ଠିତ ହୋଇଥିବା ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରର୍ଥୀ ୪୧୦୦୦ ଭୋଟ ବ୍ୟବଧାନରେ ଜିତିବାପରେ ମୁଖ୍ୟମନ୍ତ୍ରୀ ସେହି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଜୁହାର ବିଜେପୁର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ  ବିଜେପୁର ନିର୍ବାଚନମଣ୍ଡଳୀର ଜନସାଧାରଣ ଉପନିର୍ବାଚନରେ ଆତ୍ମଗର୍ବ ଓ ହିଂସାର ପଥକୁ ବିରୋଧ କରିବାସହିତ ବିକାଶର ପଥକୁ ଆପଣାଇଥିଲେ। ସେ କହିଥିଲେ ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳରେ ବିଦ୍ୟୁତ କରଣ କାର୍ଯ୍ୟ ଶେଷ ହେବ।

Other News